ଦୁବାଇ ୨୦ ୨୦ ଏକ୍ସପୋରେ ବରିଷ୍ଠ ସଙ୍ଗୀତଜ୍ଞ ଲକି ଅଲ୍ଲିଙ୍କ ସହ ଯୁଗଲ ବନ୍ଦୀ କଲେ ଓଡ଼ିଆ ପୁଅ ଅନ୍ନଦା ପ୍ରସନ୍ନ ପଟ୍ଟନାୟକ। ଦୁବାଇ ୨୦ ୨୦ ଯୁଗଳ ବନ୍ଦୀରେ ବଂଶୀ ବାଦନ କରିଛନ୍ତି ଓଡ଼ିଆ ପୁଅ। ବୁଢାରୁ ଛୁଆ ଯାଏଁ ସବୁ ଝୁମି ଝୁମି ନାଚିଲେ।
#dubai #dubai2020expo #luckyali #arnadaprasad #concert #performance #flute #flutist #ArgusNews #Odisha