ବଲିଉଡ ଡ୍ରଗ୍ ଲିଙ୍କ୍ ମାମଲାରେ ଥମୁନି ଟପ ସେଲିବ୍ରିଟୀଙ୍କ ଅଡୁଆ । ଆଜି ବି ଏନସିବି ବା ନାର୍କୋଟିକ ବ୍ୟୁରୋ କାର୍ଯ୍ୟାଳୟରେ ଟପ୍ ଷ୍ଟାରଙ୍କ ପରେଡ୍ ଜାରି ରହିଛି । NCBରେ ହାଜର ହୋଇ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ଆଜି ସାଢେ 5 ଘଣ୍ଟାର ଜେରା କରାଯାଇଥିଲା । ଏଥିସହିତ ଡ୍ରଗ୍ସ ଲିଙ୍କ ମାମଲାରେ ସାରା ଓ ଶ୍ରଦ୍ଧାଙ୍କୁ ମାରାଥନ ଜେରା କରାଯାଇଥିଲା ...
#ArgusNews #NCB #Drugs_Issue #Grilled #Bollywood_Stars