ଭାରତରେ ହିନ୍ଦୁ ଓ ମୁସଲମାନ ମାନଙ୍କ ପୂର୍ବ ପୁରୁଷ ମାନେ ସମାନ ବୋଲି ପୁଣି ଥରେ ଦୋହରାଇଛନ୍ତି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସଂଘଚାଳକ ମୋହନ ଭାଗବତ । ଏହା ସହ ସେ ପୁଣି କହିଛନ୍ତି ଭାରତର ପ୍ରତ୍ୟେକ ନାଗରିକ ହେଉଛନ୍ତି ହିନ୍ଦୁ ।
#RSS #MohanBhagwat #Hindu #Musalman #INDIA #Odisha #ArgusNews