କିମ୍ବଦନ୍ତୀ ସ୍ପ୍ରିଣ୍ଟର ଫ୍ଲାଇଂ ଶିଖ ମିଲ୍ଖା ସିଂଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ସେ ବିଶ୍ବ ଆଥଲେଟିକ୍ସରେ ଏକ ଅବିସ୍ମରଣୀୟ ଚିହ୍ନ ଛାଡ଼ି ଯାଇଛନ୍ତି
#ArgusNews #Sportsnews #NationalNews #MilkhaSinghDeath #MilkhaSingh #SportsStarMilkhaSinghDeath #AmitShah