ସିଦ୍ଧୁଙ୍କ ପରେ ତାଙ୍କ ପରାମର୍ଶଦାତା ମାନେ ବି ଆରମ୍ଭ କରିଦେଲେଣି ପାକିସ୍ତାନ ସପକ୍ଷରେ ବୟାନବାଜି ଏହାକୁ କଡା ଶଦ୍ଦରେ ସମାଲୋଚନା କରିଛନ୍ତି ବିଜେପି ରାଷ୍ଟୀୟ ମୁଖପାତ୍ର ସମ୍ଵିତ ପାତ୍ର, କହିଛନ୍ତି ରାହୁଳ ଗାନ୍ଧି ଏଥିପାଇଁ ଉତ୍ତରଦାୟୀ ।
#National #BJP #NationalSpokespersonBJP #SambitPatra #ArgusNews