ମହିଳା ଟି-୨୦ ବିଶ୍ବକପରେ ଭାରତର ଦମଦାର ବିଜୟ । ପାକିସ୍ତାନକୁ ୭ ୱିକେଟରେ ପରାସ୍ତ କଲା ଟିମ୍ ଇଣ୍ଡିଆ । ବିଜୟରୁ ଆରମ୍ଭ ହେଲା ବିଶ୍ବକପ ଅଭିଯାନ । ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ପାକିସ୍ତାନ ।
#ArgusNews #WomensT20WorldCup #IndiaVsPakistan #IndiaWon #Match #National