#ଗରିବଙ୍କୁ_ପୁଣି_ବର୍ଷେ_ମାଗଣା_ରାସନ୍
#ମୋଦିଙ୍କ_ସରକାରଙ୍କ_ବଡ_ଘୋଷଣା_ପରେ_ଗରିବଙ୍କ_ମୁହଁରେ_ଖୁସି
ପୁଣି ଆସୁଛି କୋରୋନା। ଆଉ ଏବେ ମୋଦି ସରକାରଙ୍କ ଏହି ଘୋଷଣା ଗରିବଙ୍କ ପାଇଁ ହୋଇଛି ବରଦାନ। ଆଗାମୀ ଏକ ବର୍ଷ ପାଇଁ ମାଗଣା ରାସନ ଦେବା ନିଷ୍ପତ୍ତି ଶୁଣିବାପରେ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ଗରିବ, ଖଟିଖିଆ ଜନତା ।
#ArgusNews #CentralGovt #FreeRation #PoorFamily #National