ମହାରାଷ୍ଟ୍ରରେ ଜାରୀ ରହିଛି ରାଜନୈତିକ ସଂକଟ । MVA ସରକାରରୁ ସମର୍ଥନ ପ୍ରତ୍ୟାହାର କଲା ଏକନାଥ ସିନ୍ଦେ ଗୋଷ୍ଠୀ। ନିଜ ଗୋଷ୍ଠୀକୁ ପ୍ରକୃତ ଶିବସେନା ଦାବି କରି ସମର୍ଥନ ପ୍ରତ୍ୟାହାର । ଆଉ କିଛି ସମୟ ମଧ୍ୟରେ ସୁପ୍ରିମକୋର୍ଟରେ ଏ ସମ୍ପର୍କିତ ଶୁଣାଣି ।
#MLA #MaharashtraPoliticalCrisis #Hearing #EknathShinde #SupremeCourt #ArgusNews