ଏସିଆ ମହାଦେଶର ସବୁଠୁ ବଡ଼ ହେଲିକପ୍ଟର ଫ୍ୟାକ୍ଟ୍ରିର ହେଲା ଉଦଘାଟନ । କର୍ଣ୍ଣାଟକର ତୁମକୁରୁରେ ଏହାର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ହେଉଛି ଏସିଆ ମହାଦେଶର ସବୁଠୁ ବଡ଼ ହେଲିକପ୍ଟର ଫ୍ୟାକ୍ଟ୍ରି...।
#ArgusNews #NarendraModi #HelicopterFactory #inauguration #karnataka #BiggestHelicopterFactory #National