ଉପସ୍ଥାପିତ ହେବାକୁ ଯାଉଛି ୨୦୨୩-୨୪ ପାଇଁ ବଜେଟ୍ !
ଫେବ୍ରୁଆରୀ ୧ ତାରିଖରେ ସଂସଦରେ ଉପସ୍ଥାପନ ହେବ ଦେଶର ବାର୍ଷିକ ବଜେଟ୍ । ବଜେଟ୍ ଅଧିବେଶନ ଉପରେ ରହିଥାଏ ସାରା ଦେଶର ନଜର । ତାପୂର୍ବରୁ ୨୬ ଜାନୁଆରୀରେ ଅର୍ଥ ମନ୍ତ୍ରଣାଳୟରେ ଆୟୋଜିତ ହୋଇଛି ହାଲଓ୍ବା ସେରିମନି
#ArgusNews #Budget #Halwaceremony #NirmalaSitharaman #AnnualBudget