#ମୋଦି_ସରକାରଙ୍କ_ଫୋକସରେ_ଉତ୍ତର_ପୂର୍ବାଂଚଳ_ରାଜ୍ୟ
#ସମାଧାନ_ହୋଇଛି_ସୀମାକୁ_ନେଇ_ସୃଷ୍ଟି_ହୋଇଥିବା_ସମସ୍ୟା
ଅନେକ ଦଶନ୍ଧି ଧରି ଭାରତର ଉତ୍ତର-ପୂର୍ବାଂଚଳ ରାଜ୍ୟଗୁଡ଼ିରେ ସୃଷ୍ଟି ହୋଇଥିଲା ବିଭିନ୍ନ ସମସ୍ୟା ା ସେହି ସବୁ ସମସ୍ୟାକୁ ଦୂର କରି ବିକାଶର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ କେନ୍ଦ୍ରର ମୋଦି ସରକାର ନେଇଛନ୍ତି ସମୟ ଉପଯୋଗୀ ପଦକ୍ଷେପ
#Assam #PMNarendraModi #Visit #Odisha #ArgusNews