ଲତାଜୀ ଗାଇଥିଲେ ୟେ..ମେରେ..ୱତନକେ..ଲୋଗୋ..ଜରା..ଆଁଖମେ..ଭରଲୋ..ପାନୀ.... ଆଉ ଆଜି ତାଙ୍କ ଦେହାନ୍ତରେ ସାରା ବିଶ୍ଵ ଆଖିରେ ପାଣି ଆସିଯାଇଛି। କାଲି ସ୍ଵରର ଦେବୀ ମା ସରସ୍ଵତୀଙ୍କ ପୂଜାଥିଲା ଆଉ ଆଜି ଲତାଜୀ ଆମକୁ ଛାଡି ଚାଲିଗଲେ। ଏପରି କହି ଦୁଃଖ ପ୍ରକାଶ କରିଛନ୍ତି ସଂଙ୍ଗୀତଜ୍ଞ କୈଳାସ ଖେର।
#LataMangeshkar #legendarysinger #kailashkher #singer #reaction #condolence #sad #ArgusNews #Odisha