ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଏହି ଯାତ୍ରା ସମୟରେ ମମତା ସରକାରଙ୍କୁ ଟାର୍ଗେଟ କରିଛନ୍ତି ଶାହା । ଏହା ବ୍ୟତୀତ ସେ ବାଙ୍କୁରା ଜିଲ୍ଲାର ଚାଟୁରୀ ଗ୍ରାମରେ ଭେଟିଥିଲେ ଏକ ଆଦିବାସୀ ପରିବାରକୁ । ଏହି ସମୟରେ ଶାହା ସେଠାରେ ଭୂମିରେ ବସି ଖାଦ୍ୟ ମଧ୍ୟ ଖାଇଥିଲେ.....
#ArgusNews #West_bengal #Amit_Shah #BJP
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
Playstore - https://play.google.com/store/apps/details?id=com.argusnews.app&hl=en_IN&gl=US
App Store - https://apps.apple.com/tt/app/argus-news/id1526127869?ign-mpt=uo%3D2