ପଶ୍ଚିମବଙ୍ଗରେ ବାଂଲାଦେଶୀ ଭୋଟର
ପଶ୍ଚିମବଙ୍ଗ ସୀମାନ୍ତ ଜିଲ୍ଲାରେ ସକ୍ରିୟ ବେଆଇନ୍ ବାଂଲାଦେଶୀ ଭୋଟର ରାକେଟ୍ / ଅର୍ଥ ବିନିୟମରେ କେବଳ ନିର୍ବାଚନ ସମୟରେ ଭୋଟର ସାଜୁଛନ୍ତି ବାଂଲାଦେଶୀ / ଯୋଗାଇ ଦିଆଯାଉଛି ଫେକ୍ ଭୋଟର୍ ଆଇଡ଼ି, ଆଧାର ଏବଂ ଜବ୍କାର୍ଡ଼ / ଭୋଟ ବ୍ୟାଙ୍କ୍ ପାଇଁ ବାଜିରେ ଲାଗୁଛି ଦେଶର ଗଣତନ୍ତ୍ର, ଏକତା ଏବଂ ଅଖଣ୍ଡତା । ଦେଖନ୍ତୁ ଏହି ରିପୋର୍ଟ ...
#BangladesiVoter #WestBengal_Election #BengalElection #ArgusNews