ଭାରତ-ପର୍ତୁଗାଲ ବା ଲିସବନ୍-ନୂଆଦିଲ୍ଲୀ ଭାଇ ଭାଇ ବୋଲି କହିବା ସହିତ ପର୍ତୁଗାଲ ନିର୍ବାଚନରେ ଭାରତର ସହଯୋଗକୁ ମନ ଖୋଲି ପ୍ରଂଶସା କରିଛନ୍ତି....ସେ ଦେଶର ଇଂଟର ପାର୍ଲିଆମେଣ୍ଟାରୀ ୟୂନିୟନ ବା ଆଇପିୟୂର ପ୍ରେସିଡ଼େଂଟ୍ ଦୁଆର୍ତେ ପାଚିଓ । ସଂସଦର କେନ୍ଦ୍ରୀୟ ହଲରେ ମଙ୍ଗଳବାର ଦିନ ଭାରତୀୟ ସାଂସଦମାନଙ୍କୁ ଉଦବୋଧନ ଦେବା ଅବସରରେ ନିଜକୁ ଭାରତର ଖାସ୍ ବନ୍ଧୁ ବୋଲି କହିବା ସହିତ ଭାରତ ଆସି ସେ ନିଜ ଘରେ ରହିବା ଭଳି ଅନୁଭବ କରିଛନ୍ତି ବୋଲି ପ୍ରକାଶ କରିଛନ୍ତି.....
#ArgusNews #National #India_Partugal #Friendship