ଛୋଟ ନିବେଶକଙ୍କୁ ବଡ଼ ଉପହାର । RBIର ୨ ଯୋଜନାରେ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । RBIର ରିଟେଲ ଡାଇରେକ୍ଟ ସ୍କିମ, ଏକକୃତ ଲୋକପାଳର ଶୁଭାରମ୍ଭ ହୋଇଛି । ଏହାଦ୍ବାରା ସହଜ ହେବ ଡିଜିଟାଲ୍ ପ୍ଲାଟଫର୍ମରେ କିଣାବିକା ।
#Smallinvestors #RBI Narendra Modi #Economy #RBISchemes #Launched #ArgusNews