କଟ୍ଟରପନ୍ଥୀ ଇସଲାମ ଓ ଜିହାଦକୁ ପ୍ରୋତ୍ସାହନ ଦେଉଥିବା ଏଲୋନେସ ମସଜିଦକୁ କଲା ବନ୍ଦ । ଅନ୍ୟ ସାତଟି ମସଜିଦ ମଧ୍ୟ ଶୀଘ୍ର ହେବେ ବନ୍ଦ । ଫ୍ରାନ୍ସ ସରକାର କଟ୍ଚରପନ୍ଥୀ ଇସଲାମକୁ ପ୍ରୋତ୍ସାହନ ଦେଉଥିବା ଓ ଆତଙ୍କବାଦୀ ଆକ୍ରମଣକୁ ସଠିକ ବୋଲି ଦର୍ଶାଉଥିବା ଲେ ମେନ୍ସ ନିକଟରେ ଥିବା ଏଲୋନେସ ମସଜିଦ ଉପରେ ତାଲା ପକାଇ ଦେଇଛନ୍ତି
#France #Jihad #mosque #FranceGovt #nationalNews #Odisha #ArgusNews