ବିଶାଳ ଅଜଗର ସମ୍ମୁଖରେ ଗୋଟେ ସାଧାରଣ ପକ୍ଷୀ, କୁକୁଡା ଚିଆଁ। କିନ୍ତୁ ସେମାନଙ୍କ ଭିତରେ ବି ମିତ୍ରତାର ଭାବ ସୃଷ୍ଟି ହୋଇପାରେ। ଉଭୟେ ଏକାଠି ମିଶି ଖେଳ ବି ଖେଳପାରନ୍ତି। କୁକୁଡା ଚିଆଁ ଖୁମ୍ପିପାରେ ଅଜଗରର ମୁଣ୍ଡକୁ। ଭାବିଲା ବେଳକୁ ଦେହ ଶିତେଇ ଯାଇଥିଲେ ବି ଦୃଶ୍ୟଟି ଆପଣଙ୍କ ସମ୍ମୁଖରେ।
#viralvideo #anaconda #attack #chicken #ArgusNews