ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହର ଭଦନଗର ରେଳ ଷ୍ଟେସନର ଉଦଘାଟନ ପରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭଦନଗର ରେଳ ଲାଇନ ଯାଞ୍ଚ କରିଥିଲେ। ଏହି ସମୟରେ ସେ ଏକ ଲୋକୋମୋଟିଭ ପାଇଲଟଙ୍କ ସହ ଯାତ୍ରା କରିଥିଲେ ।
#ArgusNews #ArgusNewsTV #National #Gujarat #Vadnagar #AshwiniVaishnaw Narendra Modi