ଶୈଳ ଶ୍ରୀକ୍ଷେତ୍ର ପାଦ ଦେଶରେ ମତ୍ସ୍ୟ ବିଭାଗ ଅଧୀନରେ ଥିବା ନାରାଣସାଗରର ହେବ ଭାଗ୍ୟ ଉଦୟ । ନାରାଣସାଗର ପାର୍ଶ୍ବରେ ରହିଥିବା ବିଭାଗର ଏକର ଏକର ଜମିରେ ଆଉ କିଛିବର୍ଷ ଭିତରେ ତିଆରି ହେବ ନ୍ୟାସନାଲ ହେରିଟେଜ ଫାର୍ମ । ଉଭୟ ରାଜ୍ୟ ସରକାର ଓ ସିଫାର ମିଳିତ ଉଦ୍ୟମରେ ହେବ ଏହି ହେରିଟେଜ ।
#ArgusNews #Odisha #ArguNewsTV #nationalheritagefarm #heritagefarm #HeritageFarmOdisha #Angul #SailaSrekhetra