#ଆବାସ_ଆବଣ୍ଟନକୁ_ନେଇ_ସଂସଦରେ_ସସ୍ମିତଙ୍କ_ମିଛ
କେନ୍ଦ୍ର ତିନି ବର୍ଷ ହେବ ଆବାସ ପୋର୍ଟାଲ ଖୋଲି ନଥିବାରୁ ରାଜ୍ୟର 6 ଲକ୍ଷ ହିତାଧିକାରୀଙ୍କୁ ଘର ଦିଆଯାଇପାରିଲାନି ବୋଲି ସସ୍ମିତଙ୍କ ମିଛକୁ ତାଙ୍କ ସରକାରଙ୍କ ରିପୋର୍ଟ ହିଁ ଧରାପକାଇଛି । ଏକମାସ ପାଇଁ ଆବାସ ପୋର୍ଟାଲ ଖୋଲିଥିଲେ ବି କାଳେ ମୋଦି ସରକାର ନାଁ ନେଇଯିବେ ସେଥିପାଇଁ ପୋର୍ଟଲାର ସଦୁପଯୋଗ କରି ନଥିଲେ ରାଜ୍ୟ ସରକାର ।
#abashyojona #parliament #sasmit #abashprotal #odisha #ArgusNews