#ଓଡିଶାରେ_ନଷ୍ଟ_ହେଉଛି_ଦେଶର_ସବୁଠୁ_ଅଧିକ_ଖାଦ୍ୟଶସ୍ୟ !
ଗୋଦାମରେ ଚାଉଳ ଓ ଗହମ ରଖିବାକୁ ଜାଗା ନାହିଁ। କ୍ଷମତାଠାରୁ ଅଧରକ ଚାଉଳ ରହୁଛି ଏଫ ସ ଆଇ ଗୋଦାମରେ...ଆଉ ଫଳ ହେଉଛି ବ୍ୟବହାର ପୂର୍ବରୁ ନଷ୍ଟ ହୋଇଯାଇଛି ଚାଉଳ ଗହମ ପରି ଖାଦ୍ୟଶସ୍ୟ
#ArgusNews #Odisha #ArgusNewsTV #NewsChannel #Food_Grain #damaged