ରାଜ୍ୟ ବିଜେପିର ମୁଖପାତ୍ର ବିଜୁ ଜନତା ଦଳକୁ ୨୦୧୯ ଇସ୍ତାହାରରେ ଦେଇଥିବା ପ୍ରତିଶୃତି କୁ ମନେପକାଇ ହିସାବ ମାଗିଛି । ନା ମିଳିଲା ଚାକିରି ,ନା ଶିକ୍ଷା ଋଣ ଛାଡହେଲା, ନା ଘରୋଇ ଶିଳ୍ପ କାରଖାନାରେ ଓଡ଼ିଆଙ୍କୁ ମିଳିଲା ଚାକିରି ସଂରକ୍ଷଣ !