ଚାଲିଗଲା ବାତ୍ୟା ୟଶ୍ ହେଲେ ହେଲେ ତାର ପ୍ରଭାବରେ କେନ୍ଦୁଝର ଜିଲ୍ଲାରେ ମାଡିଆସିଛି ବନ୍ୟା...ୟଶ୍ ପ୍ରଭାବରେ ବୈତରଣୀ ନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଲାଗିରହିଛି । ଫଳରେ ବୈତରଣୀ ନଦୀର ଜଳ ସ୍ତର କ୍ରମାଗତ ଭାବରେ ବୃଦ୍ଧି ପାଉଛି....
#ArgusNews #Odisha #Keonjhar #cycloneyaaseffect #flood