ଗାଁ ଭିତରେ ଏନଏଚର ଭ୍ରମ । ଗାଁ ଭିତରେ ଗଡି ଚାଲିଛି ମାଳମାଳ ହାଇୱା । ବେଆଇନ ବାଲି ଚାଲାଣାର ରାସ୍ତା ସାଜିଛି ଗାଁ ରୋଡ । ଲୋକେ ବିରୋଧ କଲେ ମିଳୁଛି ଧମକ । ଆଉ ପୋଲିସକୁ ଗୁହାରି କଲେ ପୋଲିସ ଶୁଣି ନଶୁଣିବା ଭଳି କରୁଛି ବ୍ୟବହାର । ଆଉ ବିବାଦକୁ ଆସିଛନ୍ତି ଖୋଦ୍ ମାର୍ଶାଘାଇ ଥାନାର ଥାନା ବାବୁ ।
#Kendrapara #villageroad #NH #marshaghai #police #Corruption #Odisha #ArgusNews