ଗ୍ଲୋବାଲ ଟେଣ୍ଡର କନଫ୍ୟୁଜନ।
କେନ୍ଦ୍ର ସରକାରଙ୍କ ଘୋଷଣା ପରେ ବି ହଟୁନି ଦ୍ବନ୍ଦ। ଦ୍ବନ୍ଦ ବଢାଉଛି ରାଜ୍ୟ ସରକାରଙ୍କି ନିରବତା। କେନ୍ଦ୍ର ସରକାରଙ୍କ ବଡ ଘୋଷଣା ପରେ ଅନେକ ରାଜ୍ୟ ଗ୍ଲୋବାଲ ଟେଣ୍ଡର ବାତିଲ ପାଇଁ ନିଷ୍ପତ୍ତି ନେଇଛନ୍ତି। ହେଲେ ଓଡିଶା ସରକାରଙ୍କ ପକ୍ଷରୁ ଟେଣ୍ଡର ବାତିଲ ନେଇ କୈାଣସି ବିଜ୍ଞପ୍ତି ପ୍ରକାଶ ପାଇନି।
#ArgusNews #Odisha #Corona #Vaccination #GlobalTender