ଘରୁ ବାହାରିଲା 10 କୁଇଣ୍ଟାଲ ଗଞ୍ଜେଇ । ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଜାତୀୟ ରାଜପଥ ନିକଟ ଘରୁ ବିପୁଳ ଗଞ୍ଜେଇ ଜବତ । ଜଣେ ଫେରାର ଥିବା ବେଳେ ଜଣେ ଗିରଫ । ଗଞ୍ଜେଇ ଠାବ କଲା ଅବକାରୀ ଗୁଇନ୍ଦା ବିଭାଗ ।
#Berhampur #ganja #seized #arrested #Odisha #ArgusNews