ଦୃଢ଼ ନିଷ୍ଠା ,ଗଭୀର ଆତ୍ମବିଶ୍ୱାସ ଓ କଠିନ ଅଧ୍ୟବସାୟର ଫଳ କିଭଳି ମିଠା ତାହା ପ୍ରମାଣ କରିଛନ୍ତି ଗଂଜାମ ଜିଲ୍ଲା ପାତ୍ରପୁର ବ୍ଲକ ଜିଲୁଣ୍ଡା ଗ୍ରାମର ଡମ୍ବରୁ ପ୍ରଧାନ । ବାପା ଜଣେ ମାମୁଲି ଚା ବିକାଳୀ ଓ ମା ଜଣେ ମୁଲିଆ ଥିବା ସତ୍ୱେ ପୁଅ ଡମ୍ବରୁ ଯୁକ୍ତ ତିନି ଅର୍ଥନୀତି ସମ୍ମାନରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଟପ୍ପର ହେବା ପରେ ପରିବାର ଓ କଲେଜ ପାଇଁ ଆଣିଛି ଗୌରବର ମୁହୂର୍ତ୍ତ ।
#Topper #hardwork #economics #BerhampurUniversity #teaseller #proud #GoodNews #Ganjam #Odisha #ArgusNews