ଜମିବାଡ଼ି ବିବାଦ କୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ଗୋଷ୍ଠୀ ସଂଘର୍ଷ ସମୟରେ ବନ୍ଧୁକ ବୁଲାଇଲେ ଅଭିଯୁକ୍ତ । ଏକ ଡବଲ ବ୍ୟାରେଲ ବନ୍ଧୁକ ଘଟଣା ସ୍ଥଳରେ ଜଣେ ଅବସର ପ୍ରାପ୍ତ ପ୍ରଫେସରଙ୍କ ପୁଅ ବୁଲାଉଥିବା ଦେଖିବାକୁ ମିଳିଛି ।
#ArgusNews #ArgusNewsTV #Odisha #Sambalpur #Burla