#ଜରି_ପାଲ_ତଳେ_୫୦_ପରିବାର !
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନଏସି ଦୁଇ ନମ୍ବର ୱାର୍ଡର ୫୦ ପରିବାର ଏବେ ବି ଦୟନୀୟ ସ୍ଥିତିରେ ଦିନ କାଟୁଛନ୍ତି । ନା ଏମାନଙ୍କୁ ମିଳୁଛି ସରକାରୀ ଜମି ପଟ୍ଟା ନା ମିଳୁଛି ଆବାସ ଯୋଜନାରେ ଘର ଖଣ୍ଡେ । ଏ ଅଫିସରୁ ସେ ଅଫିସ୍ ଧାଇଁ ଧାଇଁ ଥକି ଗଲେ ବି କିଛି ଫଳ ମିଳୁନି
#Dhenkanal #Hindol #AwasYojana #NAC #landpatta #noactiontaken #Odisha #ArgusNews