ଟେଷ୍ଟ ବଢିବାରୁ ସଂକ୍ରମିତଙ୍କ ସଂଖ୍ୟା ବଢୁଛି।
ପଜିଟିଭିଟି ରେଟ ୪-୫ ଦିନର ଦେଖିଲେ ସ୍ଥିର ଅବସ୍ଥାରେ ଅଛି। ଆଶା କରାଯାଉଛି ରାଜ୍ୟରେ ସଂକ୍ରମଣ ସମାନ୍ତରାଳ ସ୍ଥିତିରେ ଯାଉଛି। ଶୁଣନ୍ତୁ କଣ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର।
#ArgusNews #ArgusTv #Odisha #Corona #Bhubaneswar #BijayMohapatra