ପୁୁରୀ ଡେଲାଙ୍ଗ ତହସିଲଦାର ନିବେଦିତା ପରିଡ଼ାଙ୍କ ଠାରୁ ଦୁର୍ବ୍ୟବହାରର ଶିକାର ହୋଇଥିବା ଡେଲାଙ୍ଗ ଜେନାପୁର ଗ୍ରାମର ସୁସ୍ମିତା ମହାନ୍ତି ଙ୍କ ଧାରଣା ପହଁଚିଲା ଚତୁର୍ଥ ଦିନରେ। ଚାରି ଦିନ ଚାରି ରାତି ହେବ ଲଗାତାର ଭାବେ ଧାରଣାରେ ବସିଛନ୍ତି।
#Puri #delanga #TAHASILDAR #womenstrike #strick #ArgusNews #Odisha