#ଢେଙ୍କାନାଳ_ଜିଲ୍ଲାରେ_ଦିଗହରା_ଶିକ୍ଷା_ବ୍ୟବସ୍ଥା
#ଜିଲ୍ଲାରେ_ନାହାନ୍ତି_ଆବଶ୍ୟକ_ସଂଖ୍ୟକ_ଶିକ୍ଷକ
କେଉଁଠି ସ୍କୁଲ କୋଠା ନାହିଁ ତ ଆଉ କେଉଁଠି ଶିକ୍ଷକଙ୍କ ଅଭାବ । ଢେଙ୍କାନାଳ ଜିଲ୍ଲାରେ ଦିଗହରା ହୋଇପଡ଼ିଛି ଶିକ୍ଷା । ଏପରି ସ୍ଥଳେ ଅନଲାଇନ୍ ଶିକ୍ଷା କଥା ନ କହିବା ଭଲ । ଗତ ବିଧାନସଭାରେ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ପଦବୀ ପୂରଣ ନେଇ ପ୍ରତିଶୃତି ଦେଇଥିଲେ ଗଣଶିକ୍ଷା ମନ୍ତ୍ରୀ ।
#Dhenkanal #educationsystem #onlineeducation #educationministe #Odisha #ArgusNews