#ତହସିଲଦାରଙ୍କ_ଦାଦାଗିରି
#ଜେସିବି_ଲଗାଇ_ମାଟିରେ_ମିଶାଇଦେଲେ_ଆବାସ_ଘର
ଗରିବ ପରିବାର ଉପରେ ତହସିଲଦାରଙ୍କ ଜୁଲୁମ୍ । ଜେସିବି ଲଗାଇ ଭାଙ୍ଗିଦେଲେ ଆବାସଘର । ଘର ଛାତ ପଡି ସାରିବା ପରେ ପ୍ରଶାସନ କହୁଛି, ଜଙ୍ଗଲ ଜମିରେ ହୋଇଛି ଘର । ଯେତେବେଳେ କି ହିତାଧିକାରୀଙ୍କୁ ସମ୍ପୃକ୍ତ ଜମି ସରକାରଙ୍କଠାରୁ ଭୂମିହୀନ ହୋଇଥିବାରୁ ମିଳିଥିଲା । ଏଥିପାଇଁ ସେ ଖଜଣା ବି ଦେଇଛନ୍ତି । ସେପଟେ ଏହାକୁ ନେଇ ଚୁପ୍ ପୂରା ବ୍ଲକ ପ୍ରଶାସନ ।
#blangiri #TAHASILDAR #house #poorman #ArgusNews #odisha