#ଦେବଗଡ_ପୌର_ପରିଷଦରେ_ମହାଘୋଟାଲା
#ରିଟାୟାର୍ଡ_କର୍ମଚାରୀକଁର୍_ଟଁକା_ହଡପ୍
ଅବସରପ୍ରାପ୍ତ କର୍ମଚାରୀଙ୍କ ଟଙ୍କା ଖାଇଗଲେ ବିଭାଗୀୟ ଅଧିକାରୀ । ଚଂଚକତା କରି ପ୍ରାୟ ସାଢେ ୧୩ ଲକ୍ଷ ଏରିଅର ଟଙ୍କା ହଡପ ହୋଇଥିବା ନେଇ ସାଙ୍ଗାତିକ ଅଭିଯୋଗ ଆଇଛେ ଦେବଗଡ ପୌର ପରିଷଦ ନାଁନେ ।ସତ୍ୟ ସାମ୍ନାକୁ ଆସିବା ପରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଅବସର ପ୍ରାପ୍ତ କର୍ମଚାରୀ ଜଗବନ୍ଧୁ ମୁଣ୍ଡା । ଦାୟିତ୍ୱରେ ଥିବା ପୌର ନିର୍ବାହୀ ଅଧିକାରୀ, କିରାଣୀ ଏବଂ ଏକାଉଂଟେଣ୍ଡ ଏଥିରେ ସାମିଲ ଥିବା ଅଭିଯୋଗ ଆନିଛନ୍ ସିଆଡେ ଦେବଗଡ଼ ଏସ୍ପି କହିଛନ୍ ତଦନ୍ତ ଜାରି ରହିଛି ।
#Deogarh #Odisha #ArgusNews #scam #ghotala