ନକଲି କାରବାରର ସୀମା ଲାଙ୍ଘିଲାଣି କଟକ ସହର । ମସଲା, ହଲଦୀ, ପନିର, ଘିଅ ପରେ ଏବେ ନକଲି ଓ ଅପମିଶ୍ରିତ ଜର୍ଦ୍ଦା ଜବତ ହୋଇଛି । ବିନା ମାନୁଫକ୍ଚର, ଲାଇସେନ୍ସ ଓ ବ୍ରାଣ୍ଡରେ ବିଭିନ୍ନ କେମିକାଲରେ ପ୍ରସ୍ତୁତ ହେଉଛି ଜର୍ଦ୍ଦା । ମାଲଗୋଦାମ ଓ ସଦର ଥାନା ପୋଲିସ ଦୁଇଟି ସ୍ଥାନରେ ୪ଟି ନକଲି ଜର୍ଦ୍ଦା ଗୋଦାମରେ ଚଢ଼ାଉ କରିଛି ।
#ArgusNews #Odisha #Cuttack #duplicate #jardha #police