#ନାହିଁ_ନାହିଁର_ଗାଁ_ବାଞ୍ଝିଆମା
ବିକାଶର ବାଟ ଚାହିଁ ବସିଛନ୍ତି ଲୋକେ । ପ୍ରଶାସନର ପ୍ରତିଶୃତି ଏଠି ପାଲଟିଛି ପ୍ରହସନ । ଏମିତି ଏକ ଗାଁ ଯେଉଁଠି ନା ଅଛି ଶିକ୍ଷାର ବ୍ୟବସ୍ଥା। ନା ରହିଛି ମୌଳିକ ସୁବିଧା । ଆଜିବି ନିଜ ହକ୍ ପାଇଁ ପ୍ରଶାସନର ପ୍ରତିଶ୍ରୁତି ଉପରେ ଭରଷା କରି ବଞ୍ଚୁଛନ୍ତି ଗାଁ ଲୋକ ।
#banjhiama #villagers #cuttack #cuttack #jaguaratpur #odisha #ArgusNews