ଆଜି ଧାର୍ଯ୍ୟ ହୋଇଛି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ପାଇଁ ଶୁଭ ଲଗ୍ନ । ମା ସମଲେଶ୍ୱରୀଙ୍କ ରାଶି ନକ୍ଷତ୍ର ଅନୁଯାୟୀ ଆସନ୍ତା ସେପ୍ଟେମ୍ବର ୧୧ ତାରିଖ ଶନିବାର ଦିନ ତୁଳା ଲଗ୍ନ ଅନୁଯାୟୀ ସକାଳ ୧୦.୧୫ ମିନିଟରୁ ୧୦.୨୫ ମିନିଟ ସମୟ ମଧ୍ୟରେ ଲାଗିବ ମାଙ୍କ ଠାରେ ନବାନ୍ନ
#Sambalpur #Nuakhai #Rituals #Samaleswari #Odisha #ArgusNews