#ସନସାଇନ_ପବ୍ଲିକ_ସ୍କୁଲର_ପ୍ରିନସପାଲ୍_ଏବେ_କେଉଁଠି ?
#ପାଉନି_ପୋଲିସ_ #ନା_ଖୋଜୁନି #ନା_କିଛି_ବଡ଼_ଗୁମରକୁ_ଲୁଚାଉଛି ?
ପ୍ରିନ୍ସପାଲ ନିଖୋଜକୁ ନେଇ ପବ୍ଲିକ ପରେ ପଲିଟିକାଲ ପ୍ରେସର । କଂଗ୍ରେସ ପରେ ବିଜେପିର ବିକ୍ଷୋଭ । ଗୃହରାଷ୍ଟ୍ରମନ୍ତ୍ରୀ-ଗୋବିନ୍ଦ ଦୋସ୍ତି ସହ ମମିତା ମିଷ୍ଟ୍ରୀର ଲିଙ୍କ୍ ଥିବା ଅଭିଯୋଗ ଆସୁଛି । ନିଖୋଜ ହେବାର ଦଶ ଦିନ ପରେ ବି ଦମ୍ ଦେଖାଇପାରିନି ଖାକି
#Kalahandi #PrincipleMissing #SunshineSchool #Minister #DibyaShankarMishraMishra #Odisha #ArgusNews