ବହୁ ଚର୍ଚ୍ଚିତ ମନିଶ ହତ୍ୟା ମାମଲା ରେ ଫୁଲବାଣୀ ରେପହଁଚିଲେ ଭୁବନେଶ୍ୱର ଇନଫୋସିସ ଥାନାର ଏକ ପାଂଚ ଜଣିଆ ଦଳ । ପ୍ରମୋଦ କୁମାର ମହାନ୍ତି ଙ୍କ ନେତୃତ୍ବରେ ଏକ ପାଂଚ ଜଣିଆ ଦଳ ପହଂଚି ଅଟକ ଥିବା ଦୁଇ ଅଭିଯୁକ୍ତ ଦିନେଶ ମହାପାତ୍ର , ମୃତ୍ୟୁଞ୍ଜୟ ମିଶ୍ର ଙ୍କୁ ଅଧିକ ପଚରା ଉଚରା ନିମନ୍ତେ ଭୁବନେଶ୍ୱର ନେବେ । ତେବେ ବୁଧୁବାର ସକାଳେ ଏହି ଦୁଇ ଜଣ ଟାଉନ ଥାନା ପୁଲିସ ନିକଟରେ ଆତ୍ମସମର୍ପଣ କରିଥିବା କଥା ଫୁଲବାଣୀ SDPO ମହେନ୍ଦ୍ର ନାଥ ମୁର୍ମୁ ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି
#Phulbani #ManishDeathCase #Police #Odisha #ArgusNews