ମମିତା ମେହେର ମର୍ଡର ମାମଲା । ଭୋର 4ଟାରେ କରାଗଲା ପୁରା କ୍ରାଇମର ସିନ୍ ରିକ୍ରିଏସନ୍ । ଅଭିଯୁକ୍ତ ଗୋବିନ୍ଦ ସାହୁ ସେଠାରେ ମମିତାଙ୍କୁ ହତ୍ୟା ପରେ କିପରି ପୋଡି ପୋତିଥିଲା, ତାର ଡେମୋ ଦେଖାଇଛି ।
#MamitaMurderCase #Kalahandi #GovindSahu #Crimescenerecreation #JusticeforMamita #ArgusNews