ଆଗେ ଆଗେ ଦୋଷୀ, ପଛେ ପଛେ ପୋଲିସ । ବାଇକରେ ବସିଲା ଆଉ ବାୟ ବାୟ କହି ଚାଲିଗଲା । ସିସିଟିଭି କିନ୍ତୁ ସବୁକିଛି ଦେଖିନେଲା । ତେବେ ଦୁଷ୍କର୍ମ ଅଭିଯୁକ୍ତ ନିଜେ ଖସିଗଲା ନା ତାକୁ ଖସିବାର ସୁଯୋଗ ଦିଆଗଲା ତାକୁ ନେଇ ପ୍ରଶ୍ନ । ଏଭଳି ଘଟଣାକୁ ନେଇ ଏବେ ପ୍ରଶ୍ନଘେରରେ ପୋଲିସ ।
#ArgusNews #Odisha #ArgusNewsTv #Rourkela #policeaccused