ସୁନ୍ଦରଗଡ଼ରେ ବୁଲି ବୁଲି ବିଧାୟକ କରିବେ ଡିଏମଏଫ ଫଣ୍ଡରୁ ହେଇଥିବା କାମର ତଦାରଖ । ଏହା ସହ ସିଏଜି ଅଡିଟ ପାଇଁ ଉଠେଇଲେ ଦାବି । ବାରମ୍ବାର ଡିଏମଏଫ ଫଣ୍ଡର ବ୍ୟାପକ ଦୁର୍ନୀତି ଅଭିଯୋଗ ଉପରେ ବିରମିତ୍ରପୁର ବିଧାୟକ ଶଙ୍କର ଓରାମଙ୍କ ପ୍ରତିକ୍ରିୟା
#Sundargarh #Rourkela #Biramitrapur #MLA #DMFFund #Corruption #Odisha #ArgusNews