ଅକ୍ଟୋବର 10 ତାରିଖରେ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି ଭୁବନେଶ୍ୱର ରନ week ର ପଞ୍ଚମ ସିଜିନ. ଚଳିତ ବର୍ଷ ପୂର୍ବ ସିଜିନ ଅପେକ୍ଷା ଭିନ୍ନ କରାଯିବ ବୋଲି ଆୟୋଜକ ସଂସ୍ଥା ପକ୍ଷରୁ ଏକ ସାମ୍ବାଦିକ ସମିଳନୀ ଆୟୋଜନ କରି ସୂଚନା ଦିଆଯାଇଛି. ଏହି ସାମ୍ବାଦିକ ସମିଳନୀରେ 2018 ମିସ ଇଣ୍ଡିଆ ୟୁନିଭସ ନେହାଲ ଚୁଦାସାମା, ଓଲିଉଡ଼ ଷ୍ଟାର ପ୍ରିୟା ଚୌଧୁରୀ, ମନୀଷା ଋତୁପର୍ଣ୍ଣା ପ୍ରମୁଖ ଯୋଗଦାନ କରିଛନ୍ତି
#BBSR #BhubaneswarRunWeek #Odisha #ArgusNews