#ମନ୍ଥର_ଗତିରେ_ଚାଲିଛି_ମେଗା_ଜଳସେଚନ_ପ୍ରକଳ୍ପ
#୪ବର୍ଷ_ହେଲା_ସମ୍ପୂର୍ଣ୍ଣ_ହୋଇପାରୁନି_କାମ
ଅନିଶ୍ଚିତତା ମଧ୍ୟରେ ମେଗା ଜଳସାଚନ ପ୍ରକଳ୍ପ । ବାଙ୍ଗିରିପୋଷିରେ ଚାଷ ଜମିକୁ ପାଣି ମଡାଇବା ପାଇଁ ଏହି ମେଗା ପ୍ରକଳ୍ପ ଆରମ୍ଭ ହୋଇଥିଲା । ମାତ୍ର ୪ବର୍ଷ ପରେ ସରୁନି କାମ । ଯାହାକୁ ନେଇ ଚିନ୍ତାରେ ଚାଷୀ ।
#ArgusNews #Odisha #mayurbhanj #waterprojects #bangiriposhi #agricultureland #4years