ମମୀତା ମେହେର ହତ୍ୟା ଘଟଣାରେ ରାଜ୍ୟ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ତଦନ୍ତ ପରିସରକୁ ଆଣି ଦୋଷୀକୁ ଉଚିତ୍ ଦଣ୍ଡ ଦାବିରେ ଝାରସୁଗୁଡ଼ାରେ କଂଗ୍ରେସ ତରଫରୁ 6 ଘଣ୍ଟିଆ ଶାନ୍ତିପୂର୍ଣ୍ଣ ହରତାଳ ।
#Congress #Jharsuguda #Protest #MamitaMurderCase #JusticeForMamita #DibyashankarMishra #ArgusNews