ମୃତ ସୀତାରାମଙ୍କୁ ସହିଦ ଘୋଷଣା ନ ହେଲା ପର୍ଯ୍ୟନ୍ତ ହେଇ ପାରିବ ନାହିଁ ଅନ୍ତିମ ଶେଷ କୃତ ସମ୍ପୂର୍ଣ୍ଣ । ବନ ବିଭାଗ ସମ୍ପୁର୍ଣ୍ଣ ରୂପେ ଦାୟୀ । ସୀତାରାମଙ୍କ ପରିବାରକୁ ଅନୁକମ୍ପା ରାସି ପ୍ରଦାନ ଏବଂ ରାଷ୍ଟ୍ରୀୟ ମର୍ଯ୍ୟାଦା ଘୋଷଣା କରିବାକୁ ଦାବି ।
#SitaramMurmu #Saheed #ODRAF #ForestDepartment #RIots #Mayurbhanj #Karanjia #Odisha #ArgusNews