#ରଘୁବୀର_ଦାସ_ତଦନ୍ତ_କମିସନଙ୍କ_ରିପୋର୍ଟକୁ_କାହିଁକି_ସାର୍ବଜନୀନ_କରୁନାହାଁନ୍ତି_ରାଜ୍ୟ_ସରକାର ?
#ତଦନ୍ତ_ସରିବା_ପରେ_କେମିତି_ଜାଣିଲାନି_ଶ୍ରୀମନ୍ଦିର_ପ୍ରଶାସନ ?
#ସୁରକ୍ଷିତ_ଅଛି_ତ_ଶ୍ରୀଜିଉଙ୍କ_ରତ୍ନ_ଅଳଙ୍କାର ?
ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ସ୍ବଚ୍ଛତାକୁ ନେଇ ଉଠିଛି ପ୍ରଶ୍ନ । ରଘୁବୀର ଦାସ ତଦନ୍ତ କମିସନଙ୍କ ତଦନ୍ତ ସରିଥିଲେ ବି ଜାଣିନାହିଁ ପୁରୀ ଜିଲ୍ଲା ପ୍ରଶାସନ । ଖାଲି ସେତିକି ନୁହେଁ ରତ୍ନଭଣ୍ଡାର ନକଲି ଚାବି ମିଳିଥିବା କଥା ଶ୍ରୀମନ୍ଦିର କାର୍ଯ୍ୟାଳୟକୁ ଜଣାଇନଥିଲେ ତତ୍କାଳୀନ ଜିଲ୍ଲାପାଳ । ସୂଚନା ଅଧିକାର ବଳରେ ଏହି ସୂଚନା ମିଳିବା ପରେ ସନ୍ଦେହ ଘେରରେ ରାଜ୍ୟ ସରକାର ।
#Puri #srimandira #Ratnabhandar #RaghubirDas #investigation #OdishaCM #Odisha #ArgusNews