ରାଜ୍ୟରେ ଉପର ମୁହାଁ ହେବାରେ ଲାଗିଛି ପାରଦ। ଆସନ୍ତା 14ତାରିଖରୁ ଆହୁରି ତାତି ବଢିବାର ସମ୍ଭାବନା ରହିଛି। ଶୁକ୍ରବାର ରାଜ୍ୟର ପ୍ରାୟ 6ଟି ସହରରେ ତାପମାତ୍ରା 37ଡିଗ୍ରୀ ଉପରେ ରହିଥିବା ବେଳେ ଆଗକୁ ଏହା 40ଡିଗ୍ରୀ ପାର କରିବ ବୋଲି ଆକଳନ କରାଯାଉଛି।
#ArgusNews #Odisha #weather #WeatherUpdate