ହୀରାକୁଦ ଡଙ୍ଗା ବୁଡି ଘଟଣାକୁ ୮ ବର୍ଷ ପୁରିଲା । ସମ୍ବଲପୁର ଲାୟନସ କ୍ଲବ ପକ୍ଷରୁ ଯାଇଥିଲେ ପିକନିକ । ଫେରିଲା ବେଳେ ଜଳଭଣ୍ତାର ମଝିରେ ଡଙ୍ଗା ଓଲଟି ୩୧ ଜଣଙ୍କ ଜୀଵନ ଗଲା । ଡଙ୍ଗା ଚାଳକ ଏବଂ ସ୍ଥାନୀୟ ମତ୍ସ୍ୟଜୀବୀ ଏବେବି ସେଦିନର ଘଟଣାକୁ ମନେ ପକାଇ ଆଖିରୁ ଲୁହ ଗଡାଉଛନ୍ତି । କାରଣ ସେମାନେ ନିଜେ ଦେଖିଥିଲେ ଘଟିଥିଲା କଣ ।
#boattragedy #Incident #Odisha #Hirakud #investigation #Sambalpur #boatcapsized #deceased #ArgusNews